ରାପିଡ ଏକ୍ସ ଟ୍ରେନର ନାମ ହେବ ‘ନମୋ ଭାରତ’, ମୋଦି ଦେଖାଇବେ ସବୁଜ ପତାକା ନୂଆଦିଲ୍ଲୀ,୧୯।୧୦: ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ ‘ନାମୋ ଭାରତ’ ନାମରେ ପରିଚିତ ହେବ। ଅକ୍ଟୋବର ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଗାଜିଆବାଦ ଦେଇ ଦିଲ୍ଲିରୁ ମେରୁଟ ପର୍ଯ୍ୟନ୍ତ କରିଡରର କାମ...