ୟୁଟ୍ୟୁବରେ ବ୍ୟାପୁଥିବା ଅଶ୍ଳୀଳତାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: କେନ୍ଦ୍ର ସରକାରଙ୍କୁ କଲେ ଏମିତି ପ୍ରଶ୍ନ ନୂଆଦିଲ୍ଲୀ,୧୮।୨: ଏକ ୟୁଟ୍ୟୁବ ଶୋ’ରେ ରଣବୀର ଆଲ୍ଲାହାବାଦିଆ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ୟୁଟ୍ୟୁବ ପ୍ଲାଟଫର୍ମରେ ପ୍ରସାରିତ ଅଶ୍ଳୀଳତା ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୁଣାଣି ସମୟରେ,...