ରାମମନ୍ଦିର ନିର୍ମାଣ ପାଇଁ ମିଳୁନାହାନ୍ତି ଶ୍ରମିକ, ନୃପେନ୍ଦ୍ର ମିଶ୍ର କହିଲେ ପ୍ରକୃତ କାରଣ… ଅଯୋଧ୍ୟା,୯ା୧୧: ଅଯୋଧ୍ୟାରେ ନିର୍ମିତ ରାମମନ୍ଦିର ନିର୍ମାଣ ବର୍ତ୍ତମାନ ତିନିମାସ ବିଳମ୍ବ ହୋଇପାରେ ଏବଂ ବର୍ତ୍ତମାନ ଏହି ମନ୍ଦିର ସେପ୍ଟେମ୍ବର ୨୦୨୫ ସୁଦ୍ଧା ପ୍ରସ୍ତୁତ ହେବାର ସମ୍ଭାବନା ଅଛି। ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇ କହିଛନ୍ତି...