ଫିଲ୍ମ ଫ୍ଲପ୍ ପରେ ବଡ “ଆର୍ଥିକ କ୍ଷତି” ସହିଥିଲେ ସ୍ୱାମୀଙ୍କ ପରିବାର: ରକୁଲ୍ ମୁମ୍ବାଇ,୫ା୧୨: ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂହ ନିକଟରେ ତାଙ୍କ ସ୍ୱାମୀ ଜ୍ୟାକି ଭଗନାନୀଙ୍କ ପ୍ରଯୋଜନା ସଂସ୍ଥା ‘ପୂଜା ଏଣ୍ଟରଟେନମେଣ୍ଟସ୍’ ଗତ ବର୍ଷ ସମ୍ମୁଖୀନ ହୋଇଥିବା ବଡ଼ ଆର୍ଥିକ ସଙ୍କଟ ବିଷୟରେ ପ୍ରକାଶ କରିଛନ୍ତି। ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ...