ଜାମ୍ମୁ ଓ କଶ୍ମୀରରେ ମିଶିଗଲେ ଓମାର, ମୁଫତି; ଭାଜପାକୁ ଝଟକା ନୂଆଦିଲ୍ଲୀ,୨୩ା୧୦: ଜାମ୍ମୁ ଓ କାଶ୍ମୀରରେ ଶୁକ୍ରବାର ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP) ଶାସକ ନ୍ୟାସନାଲ୍ କନଫରେନ୍ସ (NC) କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା PDP ମୁଖ୍ୟ...