କିଏ ସେହି ଭାରତୀୟ ସେନାର DGMO, ଯାହାଙ୍କୁ ଯୁଦ୍ଧ ବିରତି ପାଇଁ ଅନୁରୋଧ କରିଥିଲା ପାକିସ୍ତାନ! ନୂଆଦିଲ୍ଲୀ,୧୨।୫: ପାକିସ୍ତାନ ସହିତ ଯୁଦ୍ଧବିରତି ଚୁକ୍ତିନାମା ପଛରେ ଥିବା ବ୍ୟକ୍ତି ହେଉଛନ୍ତି ଭାରତୀୟ ସେନାର DGMO ଅର୍ଥାତ ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ। ପାକିସ୍ତାନୀ DGMO ମେଜର ଜେନେରାଲ କାଶିଫ ଅବଦୁଲ୍ଲା ଶନିବାର ଅପରାହ୍ନରେ ହଟ-ଲାଇନରେ...