ଦିନକରେ ୫୦୦୦ରୁ ଅଧିକ ଲୋକଙ୍କ ସହ ହାତ ମିଳାଉ ଥିଲେ ରାଜୀବ, ବେଳେବେଳେ ହାତରୁ ବୋହୁଥିଲା ରକ୍ତ: ସାମ ପିଟ୍ରୋଡା… ନୂଆଦିଲ୍ଲୀ,୧୦।୧ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ଇଚ୍ଛା ଅନୁଯାୟୀ ପରିବେଶ ସୃଷ୍ଟି କରିବାରେ ବ୍ୟସ୍ତ ଅଛି। ରାହୁଲ ଗାନ୍ଧୀ ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି। ଏହି ମର୍ମରେ ସାମ ପିଟ୍ରୋଡା ଏକ ଚ୍ୟାନେଲ ସହ ହୋଇଥିବା...