ଲୋକେ ମରୁଥିଲେ…ପ୍ରଧାନମନ୍ତ୍ରୀ ଥାଳି ବଜାଉଥିଲେ, ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ ରାଜସ୍ଥାନ,୧୬।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି କରୋନା ମହାମାରୀ ସମୟରେ ଲୋକେ ମରୁଥିବା ବେଳେ ପ୍ରଧାନମନ୍ତ୍ରୀ ଥାଳି ବଜାଉଥିଲେ ଏବଂ ମୋବାଇଲ ଲାଇଟ ଜଳାଉଥିଲେ।…