ସ୍ବାମୀଙ୍କୁ ମାରିବାର ଦୁଃଖ ଆଦୌ ନାହିଁ…ପୋଲିସକୁ ଭୂଆଁ ବୁଲାଉଛନ୍ତି ସୋନମ, କହିଲେ ମୁଁ… ଶିଲଂ,୧୨।୬: ହନିମୁନ୍ରେ ସୋନମ ରଘୁବଂଶୀ ତାଙ୍କ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା ମାମଲାରେ ପୋଲିସ ରିମାଣ୍ଡରେ ଅଛନ୍ତି। ସୂତ୍ର ଅନୁଯାୟୀ, ସୋନମ ପ୍ରାରମ୍ଭିକ ପଚରାଉଚରା ସମୟରେ ମେଘାଳୟ ପୋଲିସକୁ ଭ୍ରମିତ କରୁଛନ୍ତି। ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପରେ, ସୋନମ...