ନିଜ ବିବାହରେ ପିତାଙ୍କୁ ନିମନ୍ତ୍ରଣ କଲେନି ଏହି ଅଭିନେତା ଅଭିନେତା ପ୍ରତୀକ ବବର ଏବଂ ପ୍ରିୟା ବାନାର୍ଜୀ ଭାଲେଣ୍ଟାଇନ୍ସ ଡେ’ରେ ବିବାହ ବନ୍ଧନlରେ ଆବଦ୍ଧ ହୋଇଛନ୍ତି। ପ୍ରତୀକଙ୍କ ସ୍ବର୍ଗତ ମାଆ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ସ୍ମିତା ପାଟିଲ ମୁମ୍ବାଇର ବାନ୍ଦ୍ରାରେ କିଣିଥିବା ଘରେ ହିଁ ବିବାହ କରିଥିଲେ। ଏହି ବିବାହରେ...