Tag Archives: rain

ମାଡ଼ି ଚାଲିଛି ମୌସୁମୀ, ୨୨ ରାଜ୍ୟକୁ ବର୍ଷା ଆଲର୍ଟ

ନୂଆଦିଲ୍ଲୀ, ୨୨।୬: ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଦେଇ ଏବେ ମୌସୁମୀ ଧିରେ ଧିରେ ଉତ୍ତର ପ୍ରଦେଶ ଆଡ଼କୁ ଅଗ୍ରସର ହେଉଛି । ଆଗାମୀ ୩-୪ ଦିନ ମଧ୍ୟରେ ଏହା ଉତ୍ତର ଆରବ ସାଗର, ଗୁଜୁରାଟ, ମହାରାଷ୍ଟ୍ରର ବର୍ଷା ହୋଇନଥିବା...

ଅଗ୍ରସର ହେଉଛି ମୌସୁମୀ, ୫ ଦିନ ହେବ ପ୍ରବଳ ବର୍ଷା

ନୂଆଦିଲ୍ଲୀ, ୨୧।୬: ଦେଶରେ ଦ୍ରୁତଗତିରେ ଅଗ୍ରସର ହେଉଛି ମୌସୁମୀ । ଯାହା ଫଳରେ ବିଭିନ୍ନ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଜଣାପଡ଼ିଛି । ଉତ୍ତର ପ୍ରଦେଶ, କେରଳ, ତଟବର୍ତ୍ତୀ କର୍ଣ୍ଣାଟକ, ଗୋଆରେ ଆଗମୀ...

ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲା ପାଇଁ ସତର୍କ ସୂଚନା

ଭୁବନେଶ୍ୱର, ୧୯।୬: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ଆଉକିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ପ୍ରବଳ ବର୍ଷା, ୨୬ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୯।୬: ଭାରତର କିଛି ରାଜ୍ୟରେ ହିଟ୍‌ୱେଭ୍‌ ଜାରି ରହିଥିବା ବେଳେ ଆଉ ଏକ ରାଜ୍ୟରେ ଲାଗି ରହିଥିବା ବର୍ଷା ସରକାରଙ୍କ ଚିନ୍ତା ବଢ଼ାଇଛି । ଆସାମରେ ମୁଶଳଧାରାରେ ବର୍ଷା ହେବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।...

ପାଣିପାଗ ବିଭାଗର ସୂଚନା, ଆଗାମୀ ୫ ଦିନ ଯାଏଁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ଼୍ବର, ୧୭।୬: ଓଡ଼ିଶାର ଉପକୂଳ ଅଞ୍ଚଳରେ ଆହୁରି ୩ରୁ ୪ ଦିନ ତାତି ଅନୁଭୂତ ହେବ । ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି ସମୟ ଲାଗିବା ନେଇ ଜଣାପଡ଼ିଛି । ଆଗାମୀ ୫ ଦିନ ଯାଏଁ ଦକ୍ଷିଣ...

କାଳବୈଶାଖୀ ପ୍ରଭାବରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଝଡ଼ବର୍ଷା ଲାଗି ରହିବା ସମ୍ଭାବନା

ଭୁବନେଶ୍ୱର,୧୨।୫: କାଳବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତ ଦୁଇଦିନ ଧରି ଲାଗି ରହିଥିବା କାଳବୈଶାଖୀ ବର୍ଷା, ଝଡ଼ତୋଫାନ ଯୋଗୁଁ ତାପମାତ୍ରା ପାଖାପାଖି ୩ରୁ ୫ ଡିଗ୍ରୀ ସେଲସିୟସ୍‌‌ କମିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।...

ହଠାତ୍‌ ବଦଳିଲା ପାଗ, ଏସବୁ ରାଜ୍ୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା

ନୂଆଦିଲ୍ଲୀ,୧୦ା୫: ଦେଶର ଅନେକ ରାଜ୍ୟରେ ଏବେ ଗରମ ଅନୁଭୂତ ହେଉଥିବା ବେଳେ କିଛି ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ହଠାତ୍‌ ପାଗରେ ପରିପର୍ତ୍ତନ ହୋଇଛି। ଫଳରେ ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ପାଗ ଆଶ୍ୱସ୍ତିକର ହୋଇଛି। ଆସନ୍ତା...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଆକଳନ ଅନୁଯାୟୀ ଆସନ୍ତ ୩ ଦିନ ପର୍ଯ୍ୟନ୍ତ ଏଥିରୁ ତ୍ରାହି ମିଳିବାର ନାହିଁ।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ ୨ଟାରେ ଭୁବନେଶ୍ବରରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୩ଟାରେ କାଳବୈଶାଖୀ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା; ଏହିସବୁ ଜିଲାକୁ ହିଟ୍‌ଓ୍ବେଭ୍‌ ୱାର୍ନିଂ

ଭୁବନେଶ୍ୱର,୧୪।୪: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଅପରାହ୍ନ ଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଜିଲାରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ନିଜୁଲି ଘଡ଼ଘଡ଼ି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି। ଏହା ବ୍ୟତୀତ...

ରାଜଧାନୀରେ ହଠାତ୍‌ ବଦଳିଗଲା ପାଗ, ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ

ନୂଆଦିଲ୍ଲୀ,୧୩ା୪: ଶନିବାର ରାଜଧାନୀ ଦିଲ୍ଲୀରେ ହଠାତ୍‌ ପାଗରେ ପରିବର୍ତ୍ତନ ହୋଇଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ଝଡ଼ପବନ ହୋଇଛି। ଏନ୍‌ସିଆର ପକ୍ଷରୁ ଅନେକ ସ୍ଥାନରେ ବଜ୍ରପାତ ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ...

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ନୂଆଦିଲ୍ଲୀ,୯।୩: ଚଳିତ ବର୍ଷ ସ୍ୱସ୍ୱାଭାବିକ ରହିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଘରୋଇ ପାଣିପାଗ ବିଜ୍ଞାନ ସଂସ୍ଥା ସ୍କାଏମେଟ ଏହି ପୂର୍ବାନୁମାନ କରିଛି। ସ୍କାଏମେଟ୍ ଆକଳନ କରିଛି ଯେଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ଚାରି ମାସର ଦୀର୍ଘ ସମୟ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri