ଗୁରୁବାର ଓଡ଼ିଶାର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା; IMDର ପୂର୍ବାନୁମାନ
ଭୁବନେଶ୍ୱର,୧୯।୩: ବୁଧବାର ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଗୁରୁବାର (ମାର୍ଚ୍ଚ ୨୦) ଓଡ଼ିଶାର ଅନେକ ଜିଲାରେ ଝଡ଼ବର୍ଷା ହୋଇପାରେ। ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ୪୦ରୁ ୫୦...


