ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ଚିଠି ଲେଖିଲେ ରାହୁଲ; ମୋଦିଙ୍କ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ ନୂଆଦିଲ୍ଲୀ,୧୧।୫: କେନ୍ଦ୍ର ସରକାର ପାକିସ୍ତାନ ସହିତ ଏକ ଯୁଦ୍ଧବିରତି ଚୁକ୍ତି ଘୋଷଣା କରିବାର ଗୋଟିଏ ଦିନ ପରେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅପରେସନ୍ ସିନ୍ଦୂର ଏବଂ ଯୁଦ୍ଧବିରତି ଆଲୋଚନା...