ଅବସର ଘୋଷଣା କଲେ ରାଫେଲ ନାଡାଲ: ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ଶେଷ ମ୍ୟାଚ୍ ନୂଆଦିଲ୍ଲୀ,୧୦ା୧୦: ଟେନିସରୁ ଆଉ ଏକ ଯୁଗର ଅନ୍ତ ହୋଇଛି। ୨୨ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ରାଫେଲ ନାଡାଲ ଗୁରୁବାର ଏକ ଭିଡିଓ ମାଧ୍ୟମରେ ଅବସର ଘୋଷଣା କରିଛନ୍ତି। ଚଳିତ ସିଜିନ୍ ତାଙ୍କର ଶେଷ ସିଜିନ୍ ହେବ। ଦୁଇବର୍ଷ ତଳେ ସ୍ୱିଜରଲ୍ୟାଣ୍ଡର...