‘କୋଚିଂ ଛାଡିଦିଅ, ଆଉ ଭୁଲିଯାଅ ୨୦୨୭ ବିଶ୍ୱକପ’, କିଏ ଆଉ କାହିଁକି ଏମିତି କହିଲେ ଗମ୍ଭୀରଙ୍କୁ ନୂଆଦିଲ୍ଲୀ,୨୯।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ ପରାଜୟ ପ୍ରଶଂସକଙ୍କ ମଧ୍ୟରେ ବ୍ୟାପକ କ୍ରୋଧ ସୃଷ୍ଟି କରିଛି। ଜୁଲାଇ ୨୦୨୪ରେ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଗୌତମ ଗମ୍ଭୀର...