ହାର୍ଭେଷ୍ଟରରେ ଧାନ ଅମଳ ବେଳେ ବାହାରିଲା ବିରାଟ ଅଜଗର ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ସୋମବାର ଧାନ ଅମଳ ସମୟରେ ଏକ ଅଜଗର ଉଦ୍ଧାର ହୋଇଛି। ଅଜଗରର ଲମ୍ବ ୧୨ଫୁଟ୍ ଏବଂ ଓଜନ ସାଢେ ୧୦ କି. ଗ୍ରା ରହିଛି। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଗଣେଶ ନାମକ…