ଭାରତକୁ ଆସିଲେ ପୁଟିନ୍, ‘ବିଶ୍ୱରେ ସର୍ବାଧିକ ଟ୍ରାକ୍ ହେଲା ତାଙ୍କରି ଫ୍ଲାଇଟ୍; ବିମାନ ବନ୍ଦରରେ ଜଗିଥିଲେ ମୋଦି ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିବା ସମୟରେ ତାଙ୍କ ବିମାନ ଗୁରୁବାର ସାରା ବିଶ୍ୱରେ ସର୍ବାଧିକ ଟ୍ରାକ୍ କରାଯାଇଥିବା ଫ୍ଲାଇଟ୍ ହୋଇଥିଲା। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ୨୪ ଅନୁଯାୟୀ, ପ୍ରଧାନମନ୍ତ୍ରୀ...