ପୁଷ୍ପା-୨ ଟ୍ରେଲର ରିଲିଜ ହେବା ପୂର୍ବରୁ ହଙ୍ଗାମା: ମୁହାଁମୁହିଁ ହେଲେ ପ୍ରଶଂସକ ନୂଆଦିଲ୍ଲୀ,୧୭ା୧୧: ଅଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ପାଇଁ ରବିବାର ଏକ ବିଶେଷ ଦିନ। କାରଣ ଫିଲ୍ମ ‘ପୁଷ୍ପା: ଦି ରୁଲ୍’ ଯାହା ପାଇଁ ସେମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ, ତାହା ଆସନ୍ତା ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି।...