ଖଜଣା ପୌଠ ନ କରି ବାଲି ଉଠାଣ: ଅତର୍କିତ ଚଢାଉ କରି ଘାଟକୁ ସିଲ କଲା ଖଣିବିଭାଗ ପୁରୁଷୋତ୍ତମପୁର,୧ା୬(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ରୁଷିକୁଲ୍ଯା ନଦୀର ବାଲିଘାଟ ମାନଙ୍କ ଉପରେ ରବିବାର ପୋଲିସ ଓ ଖଣି ବିଭାଗ ପକ୍ଷରୁ ମିଳିତ ଭାବରେ ଅତର୍କିତ ଚଢାଉ କରାଯାଇଛି। ଏହି ସମୟରେ କନକା ବାଲିଘାଟର ଲିଜଧାରୀ କୃପାସିନ୍ଧୁ ମୁଦୁଲି…