Tag Archives: Puri Shree Mandir

ଶ୍ରୀମନ୍ଦିରର ୩ ସେବକଙ୍କୁ କୈଫିୟତ ତଲବ: ଜଣେ ସେବକଙ୍କ ଶାଢ଼ିବନ୍ଧା ଆଦେଶ ପ୍ରତ୍ୟାହାର ନେଇ…

ପୁରୀ,୫ା୩(ଅଜିତ କୁମାର ମହାନ୍ତି): ଫେବୃଆରୀ ୨୮ରେ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୈଫିୟତ୍‌ ତଲବ କରିଛନ୍ତି। ରାମକୃଷ୍ଣ ଖୁଣ୍ଟିଆ, ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ…

କାହିଁକି ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡୁଛି ଡ୍ରୋନ୍‌: ୭ ଶହ ଜଣ ନେଲେଣି ଫୋନ୍‌

ପୁରୀ,୨୧।୨: ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଡ୍ରୋନ ଉଡ଼ିଛି। ଏନେଇ ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪ଜୁନ୍‌ ଏଯାବତ୍‌ ଡ୍ରୋନ ଉଡ଼ିବାର ୧୦ଟି ମାମଲା ରୁଜୁ ହୋଇଛି। ୨ଟି ମାମଲାର ଫାଇନାଲ ଫର୍ମ…

ପୁରୀ ଶ୍ରୀମନ୍ଦିର ନିକଟରେ ଠେଲାପେଲା: ବ୍ୟାରିକେଡ୍ ଠେଲି ଭିତରକୁ ପଶିଲେ ଶ୍ରଦ୍ଧାଳୁ

ପୁରୀ,୨ା୧୧: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଆଜି ଉତ୍ତେଜନା ଦେଖାଦେଇଛି। ବହୁ ସଂଖ୍ୟକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ରଖାଯାଇଥିବା ବ୍ୟାରିକେଡ୍‌କୁ ଜୋର୍‌ରେ ଠେଲି ଭିତରକୁ ପଶି ଯାଇଥିଲେ। ଏହି ଠେଲାପେଲା ସମୟରେ, ଦୁଇ ଜଣ…

ଶ୍ରୀମନ୍ଦିର ଦ୍ୱାରରେ ମୁତୟନ ପୋଲିସଙ୍କୁ ମିଳିଲା ସ୍ୱତନ୍ତ୍ର ବଡି କ୍ୟାମେରା, ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି

ପୁରୀ,୧୨।୯: ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରରେ ମୁତାୟନ ପୋଲିସ କର୍ମଚାରୀଙ୍କୁ ଅଡିଓ କ୍ଷମତାଯୁକ୍ତ ଏବଂ ପର୍ଯ୍ୟାପ୍ତ ସଂରକ୍ଷଣ କ୍ଷମତା ବିଶିଷ୍ଟ ବଡି କ୍ୟାମେରା ପ୍ରଦାନ କରାଯାଇଛି। ଏହି ଅଡିଓ ସକ୍ଷମ ବଡି କ୍ୟାମେରାଗୁଡ଼ିକ ପ୍ରଚଳନ ଦ୍ୱାରା ମନ୍ଦିର ପରିସରରେ ପ୍ରବେଶ କରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri