ପୁରୀ ଶ୍ରୀମନ୍ଦିରରେ ଗୁରୁବାର ୫ ଘଣ୍ଟା ଦର୍ଶନ ବନ୍ଦ ପୁରୀ,୩।୯: ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ୱାଦଶ ତିଥିରେ ବାମନ ଜନ୍ମ ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ସର୍ବସାଧାରଣ ପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ବନ୍ଦ ରହିବ। ସେପଟେ ଶ୍ରୀମନ୍ଦିରରେ ଶୀଘ୍ର ଭକ୍ତମାନଙ୍କ ପାଇଁ ‘ଧାଡ଼ି’...