‘ବିନା ନିମନ୍ତ୍ରଣରେ ବିରିୟାନି ଖାଇବାକୁ ପାକିସ୍ତାନ ପହଞ୍ଚି ଯାଉଛନ୍ତି ମୋଦି’,କାହିଁକି ଏମିତି କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ,୧୧।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ କଟାକ୍ଷ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଭାରତର ବୈଦେଶିକ ନୀତିର ଉଦ୍ଦେଶ୍ୟ କେବଳ ପ୍ରଚାର? ମାନଙ୍କ ଅନୁସାରେ, ପ୍ରଧାନମନ୍ତ୍ରୀ ଏପରି ଦେଶ ଗସ୍ତ…