ଘରେ ପଶି ମହିଳାଙ୍କୁ ବଳାତ୍କାର କଲେ ପାର୍ସଲ ଡେଲିଭରି ବୟ:ଆଉ ତା’ପରେ ସେଲ୍ଫି ନେଇ… ପୁନେ,୩।୭: ପୁନେରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୨୨ ବର୍ଷୀୟା ମହିଳାଙ୍କୁ ତାଙ୍କ ଆପାର୍ଟମେଣ୍ଟରେ ଜଣେ ବ୍ୟକ୍ତି ଡେଲିଭରି ବୟ ପରିଚୟ ଦେଇ ବଳାତ୍କାର କରିଛନ୍ତି। ଘଟଣାଟି ବୁଧବାର ସନ୍ଧ୍ୟା ପ୍ରାୟ ୭.୩୦ଟାରେ କୋନ୍ଧୱା ଅଞ୍ଚଳରେ ଘଟିଛି। ଘଟଣାବେଳେ...