ପାକିସ୍ତାନ ଆର୍ମିର ବଡ଼ ଘୋଷଣା, ମାନିଲା କରିଛି ଆତଙ୍କବାଦୀ ଆକ୍ରମଣ ନୂଆଦିଲ୍ଲୀ, ୧୧।୫: ଭୂଲ ମାନିଲା ପାକିସ୍ତାନ। କରିଛି ଆତଙ୍କବାଦୀ ହମଲା।ସାମ୍ବାଦିକ ସମ୍ମିଳନୀ କରି ଏନେଇ ବଡ଼ ବୟାନ ଦେଇଛି ପାକିସ୍ତାନୀ ସେନା। ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏକ ଚାଞ୍ଚଲ୍ୟକର ସ୍ବୀକାରୋକ୍ତିରେ ୨୦୧୯ ମସିହା ଫେବୃଆରୀରେ ଜମ୍ମୁ ଓ...