ଭୁବନେଶ୍ୱର,୩୧ା୧୦: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଲୋକସମ୍ପର୍କ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ନିର୍ବାଚନ କମିଶନ ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନୂଆପଡ଼ା ଉପନିର୍ବାଚନରେ ଆଚରଣ ବିଧି…