ଦିଲ୍ଲୀ ପ୍ରଦୂଷଣ ବିରୋଧରେ ବିକ୍ଷୋଭ: ପୋଲିସ୍ ଉପରେ ଚିଲି ସ୍ପ୍ରେ, ୬ ଅଟକ ନୂଆଦିଲ୍ଲୀ,୨୩ା୧୧: ଦିଲ୍ଲୀର ଭୟଙ୍କର ବାୟୁ ପ୍ରଦୂଷଣକୁ ବିରୋଧ କରି ରବିବାର ସନ୍ଧ୍ୟାରେ ଇଣ୍ଡିଆ ଗେଟ୍ ଠାରେ ବିକ୍ଷୋଭ ହେବା ପରେ ପରିସ୍ଥିତି ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିକ୍ଷୋଭକାରୀମାନେ ପୋଲିସ୍ ଉପରକୁ ମରିଚ ପାଉଡର (ଚିଲି ସ୍ପ୍ରେ) ମାଡ଼ କରିବାରୁ ୩-୪ ଜଣ...