ଆଇନଜୀବୀଙ୍କ ସୁରକ୍ଷା, ଅଭିଯୁକ୍ତଙ୍କ ଗିରଫ ଦାବିରେ ଆନ୍ଦୋଳନ ଖୋର୍ଦ୍ଧା,୮ା୧୦(ପ୍ରଭାତ ପାଣିଗ୍ରାହୀ): ବ୍ରହ୍ମପୁର ସହର ଜଣାଶୁଣା ଆଇନଜୀବୀ, ଭାଜପା ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଗୁଳିକାଣ୍ଡ ମାମଲା ରାଜ୍ୟ ଆଇନଜୀବୀ ପରିଷଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପରିଷଦ ନିଷ୍ପତ୍ତି କ୍ରମେ ବୁଧବାର ରାଜ୍ୟ ବ୍ୟାପୀ…