‘I LOVE YOU’, ଶୁବମନଙ୍କୁ ହୃଦୟ ଦେଲେ ଏହି ସୁନ୍ଦରୀ ତରୁଣୀ, ଭରା ଷ୍ଟାଡିୟମରେ କଲେ ପ୍ରପୋଜ! ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବା ସହିତ, ଶୁବମନ ଗିଲ ମଧ୍ୟ ଯୁବତୀମାନଙ୍କ ଦିଲ କି ଧଡକନ ଯାଇଛନ୍ତି। ସେ ଯେଉଁଠାକୁ ଯାଆନ୍ତି, ସୁନ୍ଦରୀ ଯୁବତୀମାନେ ତାଙ୍କ ପାଇଁ ପାଗଳ ହୋଇଯାଆନ୍ତି। ଭାରତ ବନାମ ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ ସମୟରେ…