୧୭ ମାସରେ ଯୋଜନାର ପ୍ରଚାର ପାଇଁ ୧୩୬ କୋଟି ଟଙ୍କା ଖର୍ଚ୍ଚ କଲେଣି ଓଡ଼ିଶା ସରକାର ଭୁବନେଶ୍ୱର,୧୮ା୯: ଓଡ଼ିଶା ସରକାର ଗତ ୧୭ ମାସରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ମୋଟ ୧୩୫.୮୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ...