ବଲାଙ୍ଗୀର,୫ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରିଜର୍ଭ ପୋଲିସ ମନୋହରପୁରରେ ଦୁର୍ଗାପୂଜା ପାଳିତ ହୋଇଯାଇଛି। ପୂଜାର ଅନ୍ତିମ ଦିବସରେ ମା’ଙ୍କ ଘଟ ବିସର୍ଜନ କରାଯାଇଥିଲା। ପୋଲିସ ପକ୍ଷରୁ ରବିବାର…