IND vs NZ: ବଢିଲା ଟିମ୍ ଇଣ୍ଡିଆର ସମସ୍ୟା, ପନ୍ତଙ୍କ ପରେ ଏହି ଖେଳାଳି ହେଲେ… ନୂଆଦିଲ୍ଲୀ,୧୨।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଥିଲା। ଅଭ୍ୟାସ ସମୟରେ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆହତ ହୋଇଥିଲେ, ଯାହା ଫଳରେ ସେ ଦିନିକିଆ ସିରିଜରୁ ବାଦ ପଡ଼ିଥିଲେ। ତାଙ୍କ ବଦଳ...