ବିଦ୍ୟାଳୟ ପାଇଁ ଗୌରବ ଆଣିଲେ ପ୍ରିୟାଂଶୁ ଭଞ୍ଜନଗର,୨୭ା୧୦(ବାବୁଲା ପ୍ରଧାନ): କନ୍ଧମାଳ ଜିଲା ଫୁଲବାଣୀରେ ଶୁକ୍ରବାର ଓ ଶନିବାର ଦୁଇଦିନ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ବୟସର ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ପିଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ…