ଏବେ ‘ସେବା ତୀର୍ଥ’ରୁ ଚାଲିବ ଦେଶର ସରକାର, ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଶେଷ କଥା ନୂଆଦିଲ୍ଲୀ,୧୩।୨: ଶୁକ୍ରବାର, ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା ପରିବର୍ତ୍ତନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାରା ଶିକୋହ ରୋଡରେ ନିର୍ମିତ ଏବଂ ୨.୨୬ ଲକ୍ଷ ବର୍ଗଫୁଟ କ୍ଷେତ୍ରରେ ବିସ୍ତୃତ ଏକ କମ୍ପ୍ଲେକ୍ସ, ସେବା ତୀର୍ଥକୁ ସ୍ଥାନାନ୍ତରିତ ହେବେ। ପ୍ରଧାନମନ୍ତ୍ରୀ…