ଖୁବଶୀଘ୍ର ଜଣାପଡ଼ିବ ଅହମଦାବାଦ ବିମାନ ଦୁର୍ଘଟଣାର କାରଣ, ଦାଖଲ ହେଲା ପ୍ରାଇମେରୀ ରିପୋର୍ଟ ନୂଆଦିଲ୍ଲୀ,୮।୭: ଅହମଦାବାଦରେ ହୋଇଥିବା ଦୁଃଖଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା ଦଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏହାର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଛି। ସରକାରୀ ସୂତ୍ରକୁ ଉଦ୍ଧୃତ କରି ସମ୍ବାଦ ସରବରାହ ସଂସ୍ଥା ANI ଏହି...