ପ୍ରାଇମାଫେସି ପ୍ରମାଣ ଆଧାରରେ ଗିରଫ ହେଲେ ଜଗନ୍ନାଥ, ଜାଣନ୍ତୁ ଏହା କ’ଣ ? ଭୁବନେଶ୍ୱର,୪।୭: ୩୦ ତାରିଖରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ପୂର୍ବରୁ ୫ ଜଣ ଗିରଫ ହୋଇଥିବାବେଳେ ଏବେ ଗିରଫଦାରି ସଂଖ୍ୟା ୬ରେ ପହଞ୍ଚିଥିବା ଡିସିପି ଜଗମୋହନ ମୀନା କହିଛନ୍ତି। ଏଫ୍ଆଇଆର୍କୁ ନେଇ ଜଗନ୍ନାଥଙ୍କ ବିରୋଧରେ ଅଭିଯୋଗ ରହିଛି। ଏଥିସହ ଗିରଫ...