ରାମାୟଣ ନିର୍ମାତା ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କର ପରଲୋକ, ସିନେମା ଜଗତରେ ଶୋକର ଛାୟା ମୁମ୍ବାଇ: ଟେଲିଭିଜନ ଜଗତରେ ‘ରାମାୟଣ’ ଭଳି ଐତିହାସିକ ଧାରାବାହିକ ଆଣି ଇତିହାସ ରଚି ଥିବା ପ୍ରଖ୍ୟାତ ନିର୍ମାତା ରାମାନନ୍ଦ ସାଗରଙ୍କ ପୁଅ ତଥା ଜଣାଶୁଣା ପ୍ରଯୋଜକ ଓ ସିନେମାଟୋଗ୍ରାଫର ପ୍ରେମ ସାଗରଙ୍କର ପରଲୋକ ଘଟିଛି। ୮୪ ବର୍ଷ ବୟସରେ ପ୍ରେମ...