ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଯିଏ କରିଥିଲେ ଭବିଷ୍ୟବାଣୀ, ଜାଣନ୍ତୁ ଏବେ ବିହାର ନିର୍ବାଚନକୁ ନେଇ କ’ଣ କହିଲେ ପାଟନା,୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ ୧୨୧ ଆସନରେ ବମ୍ପର ମତଦାନ ପରେ, ଭବିଷ୍ୟବାଣୀର ଲହରୀ ଆରମ୍ଭ ହୋଇଛି। ଭାଜପା ନେତା ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦାବି କରିଛନ୍ତି ଯେ ଏନଡିଏ ୧୦୦ ଆସନ ଜିତିବ। ମହାମେଣ୍ଟର ନେତୃତ୍ୱ...