ବିଭିନ୍ନ ସମସ୍ୟା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଲୋଚନା କଲେ ସାଂସଦ ପଦ୍ମପୁର,୨।୫(ପ୍ରଦୀପ୍ତ ଦାଶ):ପଦ୍ମପୁର ଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ପଦ୍ମପୁର ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ପଦ୍ମପୁର ଗଣମାଧ୍ୟମର ପ୍ରତିନିଧିମାନେ ଆଲୋଚନା କରିଛନ୍ତି । ବିଶେଷକରି ପଦ୍ମପୁରରେ ଏକ ଆଞ୍ଚଳିକ ସହକାରୀ ପରିବହନ କାର୍ଯାଳୟ ସ୍ଥାପନ ସମେତ ପଦ୍ମପୁରର ସ୍ବାସ୍ଥ୍ୟ…