IPAC କାର୍ଯ୍ୟାଳୟରେ ED ଚଢ଼ାଉ: ରେଡ୍ ସ୍ଥଳରେ ପହଞ୍ଚିଲେ ମମତା ବାନାର୍ଜୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷି କହିଲେ… କୋଲକାତା,୮ା୧: ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୋଲକାତାରେ IPAC ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ଚଢ଼ାଉ କରିଛି। ଏହି ଚଢ଼ାଉ କୋଇଲା ଦୁର୍ନୀତି ସମ୍ପର୍କରେ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସେଠାରେ ପହଞ୍ଚିଛନ୍ତି। IPAC ହେଉଛି ମମତାଙ୍କ ଦଳ,…