ବିଜୟ ସତ୍ତ୍ୱେ ତୃତୀୟ ଟେଷ୍ଟରୁ ବିଦା ହେବେ ଏହି ଖେଳାଳି: ଗିଲ୍ ଦେଲେ ସଙ୍କେତ
ବର୍ମିଂହାମ,୭।୭:ଏଜବାଷ୍ଟନରେ ବିଜୟୀ ହେବା ସତ୍ତ୍ୱେ, ଭାରତର ପ୍ଲେଇଂ ୧୧ରେ ଗୋଟିଏ ପରିବର୍ତ୍ତନ ନିଶ୍ଚିତ ହୋଇଛି। କାରଣ ଶୁବମନ ଗିଲ ନିଶ୍ଚିତ କରିଛନ୍ତି ଯେ, ଜସପ୍ରିତ ବୁମରା ଲର୍ଡସରେ ଖେଳିବେ। ବୁମରା ଦ୍ୱିତୀୟ ଟେଷ୍ଟରେ ଖେଳି ନ ଥିଲେ, ତାଙ୍କ ସ୍ଥାନରେ...


