ଖୁବଶୀଘ୍ର ବିବାହ କରିବେ ପ୍ରଭାସ: ବଡ଼ ସୂଚନା ଦେଲେ ମାଉସୀ… ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ପ୍ରଭାସଙ୍କ ବିବାହ ନେଇ ଚର୍ଚ୍ଚା ଦୀର୍ଘ ଦିନ ଧରି ଜାରି ରହିଛି। ତାଙ୍କର ବିଶାଳ ପ୍ରଶଂସକ ମହଲ ତାଙ୍କ ବିବାହ ଖବର ଶୁଣିବାକୁ ଉତ୍ସୁକ ଥିବା ବେଳେ ପ୍ରଭାସ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ…