କିଏ ସେହି ଭାଜପା ନେତା, ଯିଏ କେଜ୍ରିୱାଲଙ୍କୁ ହରାଇ କଲେ ରେକର୍ଡ, ଏମିତି ଥିଲା ତାଙ୍କର ରାଜନୈତିକ ଯାତ୍ରା ନୂଆଦିଲ୍ଲୀ, ୮।୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି)କୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ହାରିଯାଇଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ପ୍ରବେଶ ବର୍ମା ତାଙ୍କୁ ୩,୧୮୬...