ଉଡିବା ପୂର୍ବରୁ ସ୍ଥିର ହୋଇଥିଲା AI-171ହେବ କ୍ରାଶ! ଉଡାଣ ପରେ ତୁରନ୍ତ ବନ୍ଦ ହୋଇଥିଲା ପାଓ୍ବାର ସପ୍ଲାଇ ନୂଆଦିଲ୍ଲୀ,୨୦।୬: ୧୨ ଜୁନରେ ଏୟାର ଇଣ୍ଡିଆର ବିମାନ AI-171 ଅହମଦାବାଦରୁ ଲଣ୍ଡନ ଗାଟୱିକ ଅଭିମୁଖେ ଯାତ୍ରା କରିଥିଲା। ଏହି ଉଡ଼ାଣ ସ୍ବାଭାବିକ ମନେ ହେଉଥିଲା କିନ୍ତୁ ଉଡ଼ାଣ ଆରମ୍ଭ କରିବାର କିଛି ସେକେଣ୍ଡ ପରେ ଏକ ଯାନ୍ତ୍ରିକ ବିପର୍ଯ୍ୟୟ ଘଟିଥିଲା ଯାହା…