ଆଳୁ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡ଼ିଶା: ତିନି ଲକ୍ଷ କ୍ଵିଣ୍ଟାଲ୍ ଆଳୁ ବାଣ୍ଟିବେ ସରକାର, ଏହି ନମ୍ବରରେ ୧୫୫୩୩୩… ଭୁବନେଶ୍ୱର,୨୪।୧୦: ଓଡ଼ିଶାକୁ ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଅଭିଯାନରେ ରାଜ୍ୟ ସରକାର ଚଳିତ ବର୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଚାଷଜମିରେ ଆଳୁଚାଷ କରିବା ପାଇଁ ଯୋଜନା କରିଛନ୍ତି। ଗୁରୁବାର ଲୋକସେବା ଭବନରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ...