Smriti-Palash Marriage Postponed: ହଠାତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ସ୍ମୃତି ମନ୍ଧାନା-ପଲାଶଙ୍କ ବିବାହ ନୂଆଦିଲ୍ଲୀ,୨୩।୧୧: ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ବିବାହ ସ୍ଥଗିତ ରଖାଯାଇଛି। ଭାରତୀୟ ମହିଳା ଦଳର ଉପ-ଅଧିନାୟିକାଙ୍କ ମ୍ୟାନେଜର ରବିବାର ଏହା ଘୋଷଣା କରିଛନ୍ତି। ମନ୍ଧାନାଙ୍କ ପରିଚାଳକ ତୁହିନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ‘ରବିବାର ସକାଳେ, ଯେତେବେଳେ ସେ (ସ୍ମୃତିଙ୍କ...