Tag Archives: Post office

Post Officeର RD ସ୍କିମ୍‌ରେ ମାସକୁ ରଖନ୍ତୁ ୧୦,୦୦୦ ଟଙ୍କା, ୫ ବର୍ଷ ପରେ ମାଲାମାଲ !

ନୂଆଦିଲ୍ଲୀ,୧୪।୧: ଶେୟାର ବଜାର ଲଗାତାର ନିବେଶକଙ୍କୁ ନିରାଶ କରୁଛି। ୨୦୨୫ରେ ଭଲ ରିଟର୍ନ ନ ମିଳିବା ପରେ ୨୦୨୬ର ଆରମ୍ଭ ମଧ୍ୟ ଭଲ ହୋଇନାହିଁ। ବଜାର ନିରନ୍ତର ତଳକୁ ଯାଉଛି ଏବଂ ନିବେଶକମାନେ ଏବେ ପୁଣିଥରେ ସୁରକ୍ଷିତ ବିକଳ୍ପ ଆଡ଼କୁ ଫେରୁଛନ୍ତି।…

ପୋଷ୍ଟ ଅଫିସରୁ ଲକ୍ଷାଧିକ ଲୁଟିନେଲେ ଦୁର୍ବୃତ୍ତ

ସାକ୍ଷୀଗୋପାଳ,୨୦ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ସତ୍ୟବାଦୀ ଥାନାକୁ ଲାଗି ରହିଥିବା ସାକ୍ଷୀଗୋପାଳ ଉପଡାକଘରୁ ବୁଧବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। କବାଟ କବଜା ତାଡ଼ି ଲୁଟେରା ଅଫିସ ଭିତରେ ପଶି ସିସିଟିଭି ହାର୍ଡଡିକ୍ସ ଭାଙ୍ଗି…

ପୋଷ୍ଟ ଅଫିସ କର୍ମଚାରୀଙ୍କ ଖୁସିଖବର: ଖୁବ୍‌ଶୀଘ୍ର ମିଳିବ ୬୦ ଦିନର ବୋନସ୍‌, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧୮।୧୦:  ଭାରତରେ ଉତ୍ସବ ଋତୁ ଆସିଲେ କର୍ମଚାରୀଙ୍କ ମୁହଁରେ ହସ ଫୁଟି ଉଠେ। ଏଥର କେନ୍ଦ୍ର ସରକାର ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଖୁସି କରିବା ପାଇଁ ଅନେକ ବ ପଦକ୍ଷେପ ନେଇଛନ୍ତି। ମହଙ୍ଗା ଭତ୍ତା (DA) ବୃଦ୍ଧି,…

Indian Post Office  ଆରମ୍ଭ କଲା ଜବରଦସ୍ତ ସେବା, ଏବେ କେଇ ଘଣ୍ଟାରେ… 

ନୂଆଦିଲ୍ଲୀ,୧୭।୧୦: ଭାରତୀୟ ଡାକ ବିଭାଗ ନିଜର ଡେଲିଭରୀ ସେବାକୁ ଆହୁରି ଦ୍ରୁତ କରିବା ଦିଗରେ କାମ କରୁଛି। କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ଘୋଷଣା କରିଛନ୍ତି ଯେ, ଭାରତୀୟ ଡାକ ବିଭାଗ ନୂଆ ଫାଷ୍ଟ ଡେଲିଭରୀ ସେବା ଆରମ୍ଭ…

ପୋଷ୍ଟ ଅଫିସର ଏହି ଯୋଜନା ଦେଉଛି ସର୍ବାଧିକ ସୁଧ, ସଞ୍ଚୟ ପାଇଁ ସବୁଠୁ ବେଷ୍ଟ

ନୂଆଦିଲ୍ଲୀ,୫।୧୦: ଯଦି ଆପଣ ଏକ ଚିନ୍ତାମୁକ୍ତ ଓ ଗ୍ୟାରେଣ୍ଟି ରିଟର୍ଣ୍ଣ ଦେଉଥିବା ସଞ୍ଚୟ ଯୋଜନା ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଭାରତ ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ ବିକଳ୍ପ…

ପୋଷ୍ଟାଲକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଅକ୍ଟୋବର ୧ରୁ କୋରିଅର୍‌ବେଳେ ମିଳିବ…

ନୂଆଦିଲ୍ଲୀ,୨୭।୯:ଡାକ ବିଭାଗ ଇନଲ୍ୟାଣ୍ଡ ସ୍ପିଡ ପୋଷ୍ଟ (ଡକ୍ୟୁମେଣ୍ଟ) ପାଇଁ ଟାରିଫ ପରିବର୍ତ୍ତନ ଏବଂ ନୂତନ ବୈଶିଷ୍ଟ୍ୟ ଘୋଷଣା କରିଛି। ଏହି ପରିବର୍ତ୍ତନଗୁଡ଼ିକ ଅକ୍ଟୋବର ୧, ୨୦୨୫ ରୁ କାର୍ଯ୍ୟକାରୀ ହେବ। ୧୯୮୬ ଅଗଷ୍ଟ ୧ ରେ କାର୍ଯ୍ୟ ଆରମ୍ଭ କରିଥିବା ସ୍ପିଡ…

ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ୍‌: ବିନା ରିସ୍କରେ ଏମିତି ସଞ୍ଚୟ କରନ୍ତୁ ୧୭ ଲକ୍ଷ ଟଙ୍କାର ଫଣ୍ଡ

ନୂଆଦିଲ୍ଲୀ,୧୯।୯: ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ତାଙ୍କ ସଞ୍ଚୟ ଏପରି ଜାଗାରେ ବିନିଯୋଗ ହେଉ ଯେଉଁଠି ଟଙ୍କା ନିରାପଦ ରହିବ ଏବଂ ଭଲ ରିଟର୍ନ ମଧ୍ୟ ମିଳିବ। ଭବିଷ୍ୟତରେ ପିଲାଙ୍କ ଶିକ୍ଷା, ବିବାହ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବଡ଼ ଫଣ୍ଡର ଆବଶ୍ୟକତା…

ଜବରଦସ୍ତ ଯୋଜନା: ମାସକୁ ମିଳିବ ୨୦ ହଜାର ଟଙ୍କା, କରିବାକୁ ହେବ ଏତିକି ନିବେଶ…

ନୂଆଦିଲ୍ଲୀ,୫।୮: ଯଦି ଆପଣ କିମ୍ବା ଆପଣଙ୍କ ପିତାମାତା ଅବସର ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ଏବଂ ନିବେଶ ସମ୍ପୂର୍ଣ୍ଣ ନିରାପଦ ରହି ଭଲ ରିଟର୍ନ ମିଳିବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର ସିନିୟର ସିଟିଜନ ସେଭିଂସ ସ୍କିମ (SCSS) ଆପଣଙ୍କ ପାଇଁ…

ପୋଷ୍ଟ ଅଫିସର ଜବରଦସ୍ତ ଯୋଜନା, ଅବସର ପରେ ପ୍ରତି ମାସରେ ମିଳିବ ୨୦ ହଜାର ଟଙ୍କା  

ନୂଆଦିଲ୍ଲୀ,୧୦।୪: ଯଦି ଆପଣ ଏପରି ଏକ ଯୋଜନା ଖୋଜୁଛନ୍ତି ଯାହା ଅବସର ପରେ ପ୍ରତି ମାସରେ ଆପଣଙ୍କୁ ଏକ ସ୍ଥିର ଆୟ ଦେବ, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଏହି ଯୋଜନାଟି ହେଉଛି ପୋଷ୍ଟ ଅଫିସର ବରିଷ୍ଠ…

ଟିକସ ବଞ୍ଚାଇବା ସହ ହେବ ମୋଟା ଅଙ୍କର ରୋଜଗାର, Post Officeର ଏହି ୫ ଯୋଜନାରେ କରନ୍ତୁ ନିବେଶ…

ନୂଆଦିଲ୍ଲୀ,୨୫।୨: ୨୦୨୪-୨୦୨୫ ଆର୍ଥିକ ବର୍ଷ ଏବେ ଶେଷ ହେବାକୁ ଯାଉଛି। ଏହାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏପରି ପରିସ୍ଥିତିରେ ଅନେକ ଲୋକ ଟିକସ ସଞ୍ଚୟ କରିବା ପାଇଁ ବିଭିନ୍ନ ନିବେଶ ବିକଳ୍ପ ଖୋଜୁଛନ୍ତି, ଯାହା କେବଳ ତାଙ୍କର…

Kisan Vikas Patra: ଟଙ୍କା ଦୁଇଗଣା କରେ ଏହି ସରକାରୀ ଯୋଜନା, ଜାଣନ୍ତୁ କିଏ ଏବଂ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ,୯।୧୧: ଡାକଘର ହେଉଛି ଭାରତର ସର୍ବ ପୁରାତନ ଅନୁଷ୍ଠାନ। ଡାକ ସମ୍ବନ୍ଧୀୟ ସୁବିଧା ଯୋଗାଇବା ସହିତ ଡାକଘରଗୁଡ଼ିକରେ ବିଭିନ୍ନ ପ୍ରକାରର ଆର୍ଥିକ ସୁବିଧା (ଡାକଘର କ୍ଷୁଦ୍ର ସଞ୍ଚୟ ଯୋଜନା) ପ୍ରଦାନ କରାଯାଇଥାଏ। ଲୋକମାନେ ପ୍ରାୟତଃ ଏଭଳି ସ୍କିମ(ଯୋଜନା) ଖୋଜନ୍ତି ଯାହା କମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri