ପୋପ ଲିଓ ପ୍ରଥମ ବିଦେଶ ଗସ୍ତରେ ତୁର୍କୀରେ ପହଞ୍ଚିଲେ, ଏକତାକୁ ଉତ୍ସାହିତ କଲେ ଅଙ୍କାରା,୨୯।୧୧: ପ୍ରଥମ ବିଦେଶ ଯାତ୍ରାରେ ତୁର୍କୀରେ ପହଞ୍ଚିଥିବା ପୋପ ଲିଓଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ସମାରୋହ ସମୟରେ, ପୋପ କ୍ୟାଥୋଲିକମାନଙ୍କୁ ଏକତା ପାଇଁ ଉତ୍ସାହିତ କରିଥିଲେ। ପୋପ ଲିଓ ତୁର୍କୀରେ କ୍ୟାଥୋଲିକ ପାଦ୍ରୀ ଏବଂ ନନମାନଙ୍କ ସହିତ ଏକ...