ଜାଣନ୍ତିକି ଦେଶର ସବୁଠାରୁ ଗରିବ ବିଧାୟକ କିଏ? ପାଖରେ ନାହିଁ ୨ହଜାର ଟଙ୍କା ନୂଆଦିଲ୍ଲୀ,୨୯।୧୧: ଭାରତର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪,୦୯୨ବିଧାୟକଙ୍କ ସମ୍ପତ୍ତିର ବିଶ୍ଳେଷଣ ପ୍ରକାଶ ପାଇଛି। ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ADR) ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଭାରତୀୟ ରାଜନୀତିରେ ଗଭୀର ଆର୍ଥିକ ଅସମାନତାକୁ ପ୍ରକାଶ କରେ। ଅନେକ ବିଧାୟକଙ୍କ…