ଭାରତର ୩ ଗରିବ ମୁଖ୍ୟମନ୍ତ୍ରୀ, ନାଁ ଶୁଣିଲେ ଚମକି ପଡିବେ; ମୋହନ ମାଝୀଙ୍କ ଅଛି… ନୂଆଦିଲ୍ଲୀ,୧୭।୮: ଆପଣ ନିଶ୍ଚିତ ଧନୀ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଶୁଣିଥିବେ। କିନ୍ତୁ ଆପଣ ଗରିବ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଶୁଣିଛନ୍ତି କି? ହୁଏତ ନୁହେଁ, ତେଣୁ ଆଜି ଆମେ ଆପଣଙ୍କୁ ଏପରି ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ। ADR ରିପୋର୍ଟରେ, ଭାରତର ସବୁଠାରୁ...