ପୁନମଙ୍କ ସେଲ୍ଫି ନେବା ବେଳେ ଫ୍ୟାନ୍ସ କଲେ ଘୃଣ୍ୟ କାମ, ଭାଇରାଲ ହେଉଛି ଭିଡିଓ ନୂଆଦିଲ୍ଲୀ,୧୧ା୧: ବଲିଉଡ୍ ନାୟିକାମାନଙ୍କ ସହିତ ଫଟୋ ଉଠାଇବା ପାଇଁ ପ୍ରଶଂସକମାନେ ସର୍ବଦା ପାଗଳ ହୋଇଥାନ୍ତି । ନିକଟରେ ଜଣେ ପ୍ରଶଂସକ ଜଣେ ବୋଲ୍ଡ ବଲିଉଡ୍ ଅଭିନେତ୍ରୀଙ୍କ ସହିତ ସେଲଫି ନେଉଥିବା ସମୟରେ ଏକ ଘୃଣ୍ୟ କାର୍ଯ୍ୟ କରିଥିଲେ, ଯାହାକୁ ବ୍ୟାପକ...